ଯୋଡି ହୁଅନ୍ତୁ | ଯୋଗାଯୋଗ କରନ୍ତୁ

ଓଡିଆ | ହିନ୍ଦୀ | ଇଂରାଜୀ                  ଲଗିନ |ରେଜିଷ୍ଟର

ଆମ ସମ୍ପର୍କରେ

ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ (ଏସଡିଆଇ) ଭୁବନେଶ୍ୱରର ପଂଜୀକରଣ 1860ର ରେଜିଷ୍ଟ୍ରେସନ ଅଫ ସୋସାଇଟିଜ ଆକ୍ଚ XXIରେ ଏକ ସୋସାଇଟି ଆକାରରେ (ପଂଜୀକରଣ ନମ୍ବର 2015-16ର 23718é66,ତାରିଖ 19.10.2015) ରେଜିଷ୍ଟ୍ରାର ଅଫ ସୋସାଇଟିଜ, କଟକ, ଓଡିଶା ନିକଟରେ କରାଯାଇଛି ।

ସୋସାଇଟିର ସିଇଓ ହେଉଛନ୍ତି ଆଇଓସିଏଲର ପୂର୍ବତନ ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଶ୍ରୀ ଏ.ସି ମିଶ୍ର ( ଯୋଗାଯୋଗ ନଂ- 06742743761, ଇମେଲ : mishraac122@gmail.com)

ଏସଡିଆଇ ଭୁବନେଶ୍ୱର (ମଞ୍ଚେଶ୍ୱର ଶିଳ୍ପାଞ୍ଚଳ)ରେ ନିମ୍ନ ଲିଖିତ ଦୁଇଟି ଟ୍ରେଡ ସମ୍ପର୍କିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚଳାଯାଇଥାଏ ।

  • କ) ଇଣ୍ଡଷ୍ଟ୍ରିଆଲ ୱେଲଡିଙ୍ଗ
  • ଖ) ଇଲେକ୍ଟ୍ରିସିଆନ
  • ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଦାନ କରାଯାଉଥିବା ପ୍ରମାଣପତ୍ର ଭାରତ ସରକାରଙ୍କର ନ୍ୟାସନାଲ ସ୍କିଲ କ୍ବାଲିଫିକେସନ ଫ୍ରେମୱାର୍କ ସହ ସଂପୃକ୍ତ । ସମସ୍ତ ପାଠ୍ୟକ୍ରମ ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ ଦ୍ୱାରା ମଂଜୁରୀପ୍ରାପ୍ତ ।   ଅଧିକ ଜାଣନ୍ତୁ

    ବିକାଶ ମିଶନ

    କେନ୍ଦ୍ରୀୟ କ୍ୟାବିନେଟ 01.07.2015 ରେ ଜାତୀୟ ଦକ୍ଷତା ବିକାଶ ମିଶନକୁ ଅନୁମୋଦନ ଦେଇଥିଲା ଓ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15.07.2015ରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଏହାର ଶୁଭାରମ୍ଭ କରିଥିଲେ । ଦକ୍ଷତା ବିକାଶ ଗତିବିଧି ସମ୍ପର୍କରେ ବିଭିନ୍ନ କ୍ଷେତ୍ର ଓ ରାଜ୍ୟ ମାନଙ୍କ ମଧ୍ୟରେ ଏକାଭିମୁଖତା ତିଆରି କରିବା ପାଇଁ ଏହି ମିଶନକୁ ବିକଶିତ କରାଯାଇଛି । ସ୍କିଲ୍ଡ ଇଣ୍ଡିଆର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଜାତୀୟ ଦକ୍ଷତା ବିକାଶ ମିଶନ ଦକ୍ଷତା ସମ୍ପର୍କିତ ବିଭିନ୍ନ ପ୍ରୟାସ ମଧ୍ୟରେ ସମନ୍ୱୟ ସ୍ଥାପନା ଓ ମଜବୁତ କରିବା ସହିତ ଦୃତ ଗତିରେ ପର୍ଯାପ୍ତ ଦକ୍ଷତା ହାସଲ ପାଇଁ ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ଏହାକୁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଏ) ଦ୍ୱାରା ପ୍ରସ୍ତୁତ ଏକ ସରଳୀକୃତ ସଂସ୍ଥାଗତ କାର୍ଯ୍ୟ ପ୍ରକ୍ରିୟା ଦ୍ୱାରା ଏହାକୁ କାର୍ଯ୍ୟକାରୀ କରାଯିବ । ଏହି ମିଶନର ମୂଳ ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ମୁଖ୍ୟ ସଂସ୍ଥାଗତ କାର୍ଯ୍ୟ ପ୍ରକ୍ରିୟାକୁ ତିନି ସ୍ତରରେ ବିଭକ୍ତ କରାଯାଇଛି । ଏଥିମଧ୍ୟରେ ନୀତିଗତ ପରାମର୍ଶ     ଅଧିକ ଜାଣନ୍ତୁ

    କାର୍ଯ୍ୟକ୍ରମ

    ଏସଡିଆଇ ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ୱେଲ୍ଡିଂ ଓ ଇଲେକ୍ଟ୍ରିସିଆନ ପାଇଁ ବିଶ୍ୱ ସ୍ତରୀୟ ତାଲିମ ପାଇଁ ଆବେଦନ ଆହ୍ବାନ କରାଯାଉଛି । କାର୍ଯ୍ୟକ୍ରମର ଅବଧି – ପାଠ୍ୟକ୍ରମର ଅବଧି 6 ମାସ ସୁବିଧା – ଅଧ୍ୟୟନ ସାମଗ୍ରୀ, ଛାତ୍ରାବାସ ଓ ଖାଦ୍ୟ ପାଇଁ ଅତିରିକ୍ତ ଖର୍ଚ ନାହିଁ ଅଧିକ ଜାଣନ୍ତୁ

    ଛାତ୍ର ଜୀବନ

    ଉପଯୁକ୍ତ ସମ୍ବଳ, ସମର୍ଥନ ଏବଂ ପ୍ରଶିକ୍ଷଣ ଦ୍ୱାରା ଲୋକମାନେ ନିଜ ନିଜର ସମସ୍ୟା ସମାଧାନ କରିବା ନିମନ୍ତେ ସକ୍ଷମ ହୋଇପାରିବେ ଏସଡିଆଇ ଭୁବନେଶ୍ୱର ସହାୟତା, ସମର୍ଥନ ଏବଂ ଛାତ୍ର ମାର୍ଗଦର୍ଶକ, ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜର କୌଶଳ ଏବଂ ଦକ୍ଷତା ବିକାଶ ତଥା ସେମାନଙ୍କ ସମୟକୁ ଉପଯୋଗୀ କରିବା ପାଇଁ ସହାୟତା ପ୍ରଦାନ କରିବ ଛାତ୍ରମାନଙ୍କର ଭାଷା କୌଶଳ ତଥା କୌଶଳକୁ ବିକଶିତ କରିବା ପାଇଁ ତାଲିମ ପ୍ରଦାନ କରିବା ନିମନ୍ତେ ଏସଡିଆଇ ସର୍ବଦା ସହାୟତାର ହାତ ବଢାଇଥାଏ   ଅଧିକ ଜାଣନ୍ତୁ

    ବିଷୟବସ୍ତୁ ସନ୍ଧାନ

    * କୋର୍ସ ଆଇ଼ଡି, ଟାଇଟଲ ଏଣ୍ଟର କରନ୍ତୁ

    ନିଉଜ୍

    ଏସଡିଆଇ ନିଉଜ୍ 2015-16

    28 ଏପ୍ରଲ୍ 2016



    ଏସଡିଆଇ ନିଉଜ୍ 2015-16

    13 ଏପ୍ରିଲ୍ 2016

    ଯୋଜନା

    4ଟି ସମାନ କିସ୍ତିରେ ଦେୟ ପୈଠ କରନ୍ତୁ

    ଏସଡିଆଇ ଭୁବନେଶ୍ୱର ଛାତ୍ରଛାତ୍ରୀ ମାନଙ୍କୁ 4ଟି ସମାନ କିସ୍ତିରେ ଦେୟ ପୈଠ କରିବାର ସୁଯୋଗ ଦେଉଛି

    ପ୍ରୋତ୍ସାହନ ଦେଉଥିବା ଉଦ୍ୟୋଗ